*Housekeeping staff* required for *Marriage Mandap* at Tankapani road, Bhubaneswar
*🫵HOUSE KEEPING ATTANDANCE BOY ,( ପୁଅ ପିଲା ଆବଶ୍ୟକ)* *ମଣ୍ଡପ କୁ ସବୁ ବେଳେ ସଫା ରଖିବା ଦରକାର, ପୁଛା ପୁଛି କରି ଚାରିପଟ ସବୁ କଣ ସଫା ରଖିବା ଦରକାର, ବାଥରୁମ୍ ଏବଂ ଟଏଲେଟ୍ ସଫା କରିବା ସରକାର,ବାହାଘର ମଣ୍ଡପ ରେ ଆସୁଥିବା ଗେଷ୍ଟ ମାନଙ୍କୁ ମଣ୍ତପ ଦେଖେଇବା , ଜିନିଷ କୁ ସଠିକ୍ ଭାବରେ ପହଞ୍ଚେଇବା, ରୁମ୍ ସଫା କରିବା , ବେଡସିଟ ବିଛେଇବା। କମ୍ବଳ, ଟାୱେଲ, ସାବୁନ, ପାଣି ଏବଂ ଅବସ୍ୟକ ଜିନିଷ ପତ୍ର ଦେବା,ଏହିସବୁ କାମ କରିବାକୁ ପଡ଼ିବ l*
*ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ ପଢିଥିବା ଦରକାର୍, ଇଂରାଜୀ ରେ ନାମ ଏବଂ ଠିକଣା ଲେଖି ପାରୁଥିବା ଦରକାର୍, ହିନ୍ଦୀ ଓଡ଼ିଆ ରେ କଥା କହିପାରୁଥିବା ଏବଂ ବୁଝି ପାରୁଥିବା ଦରକାର୍*
*ମାସିକ ଦରମା*- *10,300/- ଟଙ୍କା ଦିଆଯିବ , ତା ସହିତ କାମ ସମୟ ରେ ମାଗଣା ଖାଇବା, ରହିବା ଏବଂ ପିନ୍ଧିବା ମଧ୍ୟ ଦିଆଯିବ*
*🫵ଡ୍ୟୁଟି ସମୟ ସକାଳ 10 ଟା ରୁ ରାତି 8ଟା*
*🫵ସପ୍ତାହରେ ଗୋଟେ ୟା ମାସକୁ 4 ଦିନ ୱିକ୍ଲୀ ଅଫ୍ ଛୁଟି ମିଳିବ*
*🫵 ଯୋଉ ଦିନ ଯେତିକି ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ତା ପର ଦିନ ସେତିକି ସମୟ ପାଇଁ ଛୁଟି ମିଳିବ*
*👇👇 ଚାକିରି ପାଇଁ ଯୋଉ ପିଲା ମାନେ ଇଛୁକ ଅଛନ୍ତି, ତୁରନ୍ତ ଯୋଗାଯୋଗ କରନ୍ତୁ @☎️9937805982 ,9692873430 /7655047671*