*Housekeeping staff* required for Software company at patia , Bhubaneswar & Hotel & Lodge at Mancheswar Bhubaneswar
*🫵HOUSE KEEPING ATTANDANCE BOY ,( ପୁଅ ଏବଂ ଝିଅ ପିଲା ଆବଶ୍ୟକ)- ପରିବେଶ କୁ ସବୁ ବେଳେ ସଫା ରଖିବା ଦରକାର, ପୁଛା ପୁଛି କରି ଚାରିପଟ ସବୁ କଣ ସଫା ରଖିବା ଦରକାର, ବାଥରୁମ୍ ଏବଂ ଟଏଲେଟ୍ ସଫା କରିବା ଦରକାର, କମ୍ପାନୀ ୟା ହୋଟେଲ ରେ ଆସୁଥିବା ଗେଷ୍ଟ ମାନଙ୍କୁ ହଲ ଦେଖେଇବା , ଜିନିଷ କୁ ସଠିକ୍ ଭାବରେ ପହଞ୍ଚେଇବା, ରୁମ୍ ସଫା କରିବା , ବେଡସିଟ ବିଛେଇବା। କମ୍ବଳ, ଟାୱେଲ, ସାବୁନ, ପାଣି ଏବଂ ଅବସ୍ୟକ ଜିନିଷ ପତ୍ର ଦେବା,ଏହିସବୁ କାମ କରିବାକୁ ପଡ଼ିବ l*
*ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ ପଢିଥିବା ଦରକାର୍, ଇଂରାଜୀ ରେ ନାମ ଏବଂ ଠିକଣା ଲେଖି ପାରୁଥିବା ଦରକାର୍, ହିନ୍ଦୀ ଓଡ଼ିଆ ରେ କଥା କହିପାରୁଥିବା ଏବଂ ବୁଝି ପାରୁଥିବା ଦରକାର୍*
*ମାସିକ ଦରମା*l- ମଞ୍ଚେଶ୍ୱର , ଭୁବନେଶ୍ୱର *10,000/- ଟଙ୍କା ଦିଆଯିବ , ତା ସହିତ କାମ ସମୟ ରେ ମାଗଣା ଖାଇବା, ରହିବା ଏବଂ ପିନ୍ଧିବା ମଧ୍ୟ ଦିଆଯିବ*
*ପଟିଆ , ଭୁବନେଶ୍ୱର, କମ୍ପାନୀ ରେ ଦରମା 12,500/- , ରହିବା ଏବଂ ଖାଇବା ନିଜର*
*🫵ଡ୍ୟୁଟି ସମୟ ସକାଳ ୯ ଘଣ୍ଟା , ସକାଳ ୧୦ ଟା ରୁ ରାତି ୭ଟା*
*🫵ସପ୍ତାହରେ ଗୋଟେ ୟା ମାସକୁ 4 ଦିନ ୱିକ୍ଲୀ ଅଫ୍ ଛୁଟି ମିଳିବ*
*🫵 ଯୋଉ ଦିନ ଯେତିକି ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ତା ପର ଦିନ ସେତିକି ସମୟ ପାଇଁ ଛୁଟି ମିଳିବ*
*👇👇 ଚାକିରି ପାଇଁ ଯୋଉ ପିଲା ମାନେ ଇଛୁକ ଅଛନ୍ତି, ତୁରନ୍ତ ଯୋଗାଯୋଗ କରନ୍ତୁ @☎️9937805982 ,9692873430 /7655047671*